ସୁନା ଦର ୫୦ ହଜାର,ରୁପା ୬୦ ହଜାର ଟପିଲା: ଖୁଚୁରା ବଜାରରେ ଦାମ୍ କମ୍ ରହିଛି

ନୂଆଦିଲ୍ଲୀ : ସୁନା ଓ ରୁପା ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ (ଏମ୍‌ସିଏକ୍ସ)ରେ ପ୍ରଥମ ଥର ପାଇଁ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ହୋଇଛି। ଅଗଷ୍ଟ ମାସ ଲାଗି ବିକ୍ରି କରାଯାଉଥିବା ସୁନାର ଦାମ୍ ଆଜି ୫୦,୦୧୦ ଟଙ୍କା ହୋଇଥିଲା। ଏହା ପୂର୍ବରୁ ଏକ୍ସଚେଞ୍ଜ୍‌ରେ କେବେ ବି ସୁନା ଦାମ୍ ୫୦ ହଜାର ଟଙ୍କା ସ୍ତର ଟପିନଥିଲା। କେବଳ … Continue reading ସୁନା ଦର ୫୦ ହଜାର,ରୁପା ୬୦ ହଜାର ଟପିଲା: ଖୁଚୁରା ବଜାରରେ ଦାମ୍ କମ୍ ରହିଛି